Home Oriya Odia Dictionary

Download Oriya Odia Dictionary APP

Guidance Oriya Odia Meaning

ଉପବୋଧନ, କାଉନସିଲିଙ୍ଗ, ଦିଗଦର୍ଶନ, ନିର୍ଦେଶ, ମାର୍ଗଦର୍ଶନ

Definition

କଣ ଠିକ କିମ୍ବା କଣ ହେବା ଉଚିତ ସେ ବିଷୟରେ ଅନ୍ୟ ସହିତ ମିଶି ଜାଣିବାର କ୍ରିୟା
କୌଣସି କଥାକୁ ଯେ ଧ୍ୟାନ ଦେଇନାହିଁ ତାକୁ ସେ ବିଷୟରେ ଜଣେଇବାପାଇଁ କହିଥିବା କଥା
ରାସ୍ତା ଦେଖାଇବାର କାର୍ଯ୍ୟ
କଠିନତାରୁ ମୁକୁଳିବା ପାଇଁ ମାର୍ଗ ଦେଖାଇବାର ପ୍ରକ୍ରିୟା

Example

ଯଥାର୍ଥ ମାର୍ଗଦର୍ଶନ ଉନ୍ନତିରେ ସହାୟକ ହୁଏ
ପ୍ରଫେସର୍ ମହାନ୍ତି ଛାତ୍ରମାନଙ୍କୁ ଗବେଷଣା କାର୍ଯ୍ୟରେ ଦିଗଦର୍ଶନ ଦେଉଛନ୍ତି