Home Oriya Odia Dictionary

Download Oriya Odia Dictionary APP

Guide Oriya Odia Meaning

ଗାଇଡ, ଟେଷ୍ଟ ପେପର, ପଥଦର୍ଶକ, ମାର୍ଗଦର୍ଶକ, ସାଥିବହି

Definition

ମାର୍ଗ ପ୍ରଶସ୍ତ କରିବାବାଲା ବ୍ୟକ୍ତି
ପରାମର୍ଶ କିମ୍ବା ଉପଦେଶ ଦେଉଥିବା ବ୍ୟକ୍ତି
ନିୟମ ତିଆର କରୁଥିବା ଲୋକ
ବ୍ୟବସ୍ଥା କିମ୍ବା ବନ୍ଦୋବସ୍ତ କରୁଥିବା ବ୍ୟକ୍ତି
ବ୍ୟବସ୍ଥା ବା ବିଧାନ କରୁଥିବା ଲୋକ
ଯିଏ

Example

ଉତ୍ତମ ମାର୍ଗ ପ୍ରଦର୍ଶକଙ୍କ ସଂଖ୍ୟା ସ୍ୱଳ୍ପ ହେବା କାରଣରୁ ଆଜିକାଲିର ସମାଜରେ ଯୁବବର୍ଗ ଭୁଲ୍‌ ବାଟରେ ଯାଉଛନ୍ତି
ସେ ନିଜ ସମସ୍ୟାଗୁଡ଼ିକରୁ ଦୂର ହେବାପାଇଁ ଜଣେ କୁଶଳ ପରାମର୍ଶଦାତାଙ୍କ ସହିତ କଥାବାର୍ତ୍ତା କରୁଛନ୍ତି