Home Oriya Odia Dictionary

Download Oriya Odia Dictionary APP

Gujarati Oriya Odia Meaning

ଗୁଜୁରାଟ ନିବାସୀ, ଗୁଜୁରାଟୀ, ଗୁଜୁରାଟୀ ଭାଷା

Definition

ଯାହା ଗୁଜୁରାଟ ସମ୍ବନ୍ଧୀୟ ବା ଗୁଜୁରାଟର
ଯେ ଗୁଜୁରାଟର ନିବାସୀ
ଗୁଜୁରାଟ ରାଜ୍ୟର ଭାଷା
ଯେଉଁ ଲିପିରେ ଗୁଜୁରାତୀ ଭାଷା ଲେଖାଯାଏ

Example

ଗୁଜୁରାଟରେ ଆସିଥିବା ଭୂକମ୍ପ ଅନେକ ଗୁଜୁରାଟୀଙ୍କୁ ଗୃହହୀନ କରିଦେଲା
ଗୁଜୁରାଟୀ ଲୋକଙ୍କ ମଧ୍ୟରେ ରହିରହି ସେ ଗୁଜୁରାଟୀ କହିବାରେ ଲାଗିଲା
ମୋତେ ଗୁଜୁରାତୀ ଲିପି ପଢ଼ିବା ଆସେନାହିଁ