Home Oriya Odia Dictionary

Download Oriya Odia Dictionary APP

Gymnastic Oriya Odia Meaning

କସରତୀ

Definition

ବଳ ବଢ଼ାଇବା ଉଦ୍ଦେଶ୍ୟରେ କରାଯାଉଥିବା ଶାରୀରିକ ଶ୍ରମ
ଯିଏ କସରତ କରିବାଯୋଗୁଁ ହୃଷ୍ଟପୁଷ୍ଟ ଓ ବଳବାନ
ବ୍ୟାୟାମର ବା ବ୍ୟାୟାମ ସମ୍ବନ୍ଧୀୟ

Example

ନିୟମିତ ବ୍ୟାୟାମରେ ଶରୀର ସୁଗଠିତ ଏବଂ ବଳିଷ୍ଠ ହୁଏ
ପହିଲମାନର ବଳିଷ୍ଠ ଦେହ ଦେଖଣାହାରୀଙ୍କୁ ଆକୃଷ୍ଟ କରିଥିଲା
ଏହି ବ୍ୟାୟାମଶାଳାରେ ବହୁତ କସରତୀ ସାମଗ୍ରୀ ରହିଛି