Home Oriya Odia Dictionary

Download Oriya Odia Dictionary APP

Gyration Oriya Odia Meaning

ପରିକ୍ରମଣ, ପରିକ୍ରମା, ଭ୍ରମଣ

Definition

କୌଣସି ସ୍ଥାନଆଦିରେ ଚାରିପଟେ ବୁଲିବା କାମ
ଗାଡିର ଚକ ଭଳି ଦିଶୁଥିବା ଯେଉଁ ଗୋଲାକାର ଜିନିଷଟି ପ୍ରାୟ ଘୁରୁଥାଏ କିମ୍ବା ଯାହାକୁ ଘୁରାଇବାପାଇଁ ତିଆରି କରାଯାଇଅଛି ବା ଯାହା ଦେଖିବାକୁ ଗାଡି ଚକ ପରି
ବାରମ୍ବାର ଯିବା ଆସିବାର ପ୍ରକ୍ରିୟା
କାହାରି ଧୋକାବାଜିରେ ପଡ଼ିବାର ପ୍ରକ୍ରିୟା

Example

କୁମ୍ଭାର ଚକ ଏକ ପ୍ରକାରର ଚକ୍ର
ତହସିଲଦାରଙ୍କୁ ଦେଖାକରିବାପାଇଁ ବହୁତ ଦଉଡ଼ିବାକୁ ପଡ଼ିଲା
ଠକ ପଣ୍ଡିତଙ୍କ ଫାନ୍ଦରେ ପଡ଼ି ସୋହନ ହଜାର ହଜାର ଟଙ୍କା ହରେଇଲା
ପୃଥିବୀ ନିଜ ପରିଧିରେ ବୁଲୁଥାଏ
ପୋଲିସ ଚାରିଥର ଗୋଳି ଚଳାଇଲେ
ଏସବୁ ଚକ୍ରାନ୍ତ ଆପଣଙ୍କଦ୍ୱ