Home Oriya Odia Dictionary

Download Oriya Odia Dictionary APP

Habiliment Oriya Odia Meaning

ପରିଧାନ, ପୋଷାକ, ବସ୍ତ୍ର

Definition

ପିନ୍ଧିବା ବସ୍ତ୍ର
ସୂତା, ରେଶମ, ଉଲ୍ଆଦିର ସୂତାରେ ବୁଣା ହୋଇଥିବା ବସ୍ତୁ

Example

ଆଜି ବିଦ୍ୟାଳୟରେ ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧିଛନ୍ତି
ସେ ଜାମା ତିଆରି କରିବାପାଇଁ ଦୁଇ ମିଟର୍ ଟେରେଲିନ୍ କନା କିଣିଲା