Home Oriya Odia Dictionary

Download Oriya Odia Dictionary APP

Hairless Oriya Odia Meaning

କେଶହୀନ, ନଣ୍ଡା, ବାଳହୀନ

Definition

ଯେଉଁଥିରେ ଶିଙ୍ଗ ନାହିଁ ବା ଯାହା ଶିଙ୍ଗବିହୀନ ଅଟେ
ଯାହା ମୁଣ୍ଡର ବାଳ ଝଡ଼ିଯାଇଛି
ଯାହାର ମୁଣ୍ଡରେ ବାଳ ନାହିଁ ବା ନଣ୍ଡା କରାଯାଇଥିବା
ଯାହାଙ୍କ ମୁଣ୍ଡବାଳ ଝଡ଼ି ଯାଇଛି
ମହାଜନମାନଙ୍କ ବ୍ୟବସାୟରେ ବ୍ୟବହୃତ ଏକ ଲିପି ଯେଉଁଥିରେ ମାତ୍ରା ଚିହ୍ନ ନଥାଏ

Example

ଘୋଡ଼ା ଏକ ଶିଙ୍ଗହୀନ ପଶୁ
କିଛି ଚନ୍ଦା ବ୍ୟକ୍ତି କୃତ୍ରିମ ବାଳ ପ୍ରୟୋଗ କରନ୍ତି
ସେ ଲଣ୍ଡା ବ୍ୟକ୍ତିର ମୁଣ୍ଡକୁ ବାରମ୍ବାର ମାରୁଥିଲା
ସର୍କସରେ ଜଣେ ଚନ୍ଦାଲୋକ ସମସ୍ତଙ୍କ ମନୋରଞ୍ଜନ କରୁଥିଲା
ଆଗ କାଳରେ ମହାଜନ ଲୋକେ ନିଜ