Home Oriya Odia Dictionary

Download Oriya Odia Dictionary APP

Half Oriya Odia Meaning

ଅର୍ଧସମ, ଅର୍ଧସମାନ, ବୈମାତ୍ର, ବୈମାତ୍ରେୟ, ସାବତ

Definition

ଦୁଇଟି ସମାନଭାଗ ମଧ୍ୟରୁ ଗୋଟିଏ
ଯେଉଁ ସମ୍ବନ୍ଧ ବିମାତାଙ୍କ ସଂପର୍କରୁ ହୋଇଥାଏ
କୌଣସି ବସ୍ତୁର ଅଧା ପରିମାଣ
ଅର୍ଧ ସମ ବା ବରାବର

Example

ଏହି ନଗରର ଅଧାଜନସଂଖ୍ୟା ଦାରିଦ୍ର୍ୟ ରେଖାର ତଳେ ଅଛନ୍ତି
ମୋହନ ଗାୟତ୍ରୀର ସାବତ ଭାଇ
ମୋତେ ଏହାର ମାତ୍ର ଅଧା ଦରକାର
ଏସବୁର ଅର୍ଧସମ ସଂଖ୍ୟାର ଯୋଗ କେତେ ହେବ