Home Oriya Odia Dictionary

Download Oriya Odia Dictionary APP

Half-baked Oriya Odia Meaning

ଅଧାକଞ୍ଚା, ଅଧାପାଚିଲା, ଅପରିପକ୍ବ, ଦରପାଚିଲା

Definition

ଯାହା ପାଚି ନାହିଁ
ଯାହା କମ୍‌ ପାଚିଛି
ଯାହାକୁ ଚୁଲିରେ ରୋଷେଇ କରିଥିଲେ ମଧ୍ୟ ଠିକ ଭାବରେ ସିଝି ନ ଥାଏ
ଯାହା ସମ୍ପୂର୍ଣ୍ଣରୂପେ ବିକଶିତ ହୋଇନାହିଁ

Example

ଶ୍ୟାମ କଞ୍ଚାଫଳ ଖାଉଛି
ଆଜି ତରବର ଯୋଗୁଁ ତରକାରି ଦରସିଝା ରହିଗଲା
ଅପରିପକ୍ୱ ବ୍ୟକ୍ତି, ପରିପକ୍ୱ ବ୍ୟକ୍ତି ଉପରେ ନିର୍ଭର କରେ