Home Oriya Odia Dictionary

Download Oriya Odia Dictionary APP

Halfhearted Oriya Odia Meaning

ଅନୁତ୍ସାହୀ, ଉତ୍ସାହହୀନ, ନିରୁତ୍ସାହୀ, ସ୍ଫୂର୍ତ୍ତିହୀନ

Definition

ଯେ କିଛି କାମ କରେ ନାହିଁ
ଯେଉଁଥିରେ ଉତ୍ସାହ ଓ ସ୍ଫୂର୍ତ୍ତି ନାହିଁ
ଯାହାର ଚିତ୍ତ ବିରସ ହୋଇ କୌଣସି କଥାରୁ ଓହରି ଯାଇଚି
ଯିଏ କୌଣସି ରୋଗରେ ପୀଡ଼ିତ
ଯାହା ସମ୍ପୂର୍ଣ୍ଣରୂପେ ବିକଶିତ ହୋଇନାହିଁ

Example

କର୍ମହୀନ ବ୍ୟକ୍ତିକୁ ସମସ୍ତେ ଗାଳିଦିଅନ୍ତି
ନିରୁତ୍ସାହୀ ଖେଳାଳୀମାନଙ୍କୁ ଦଳରୁ ବାହାର କରିଦିଆଗଲା
ତୁମର ଉଦାସ ଚେହେରା ହିଁ କହିଦେଉଛି ଯେ ତୁମେ ବହୁତ ଚିନ୍ତିତ ଅଛ
ଅନୁନ୍ନତ କ୍ଷେତ୍ରରେ ଅଧିକାଂଶ ରୋଗୀ