Home Oriya Odia Dictionary

Download Oriya Odia Dictionary APP

Handicap Oriya Odia Meaning

ଅଂଗହୀନତା, ଅପାଙ୍ଗତା, ବିକଳାଙ୍ଗତା

Definition

ଯେ ଯୋଗ୍ୟ ନୁହେଁ
କାମ, ବିକାଶ, ମାର୍ଗଆଦିରେ ବାଧା ଠିଆ କରାଯିବା ବା ଆସୁଥିବା ବାଧା
ଯେଉଁଥିରେ କ୍ଷମତା ବା ଶକ୍ତି ନାହିଁ
ଭୁତପ୍ରେତ ଆଦି ପ୍ରଭାବରୁ ହେଉଥିବା ଶାରିରୀକ କଷ୍ଟ

Example

ମ୍ୟାନେଜର ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ସଂସ୍ଥାରୁ ବାହାର କରିଦେଲେ
ମୋହନ ମୋର ସବୁ କାମରେ ବାଧା ଦେଇ ମୋତେ ହଇରାଣ କରୁଛି
ପ୍ରେତବାଧା ଦୂର କରିବା ପାଇଁ ଗୁଣିଆକୁ ଡକାଗଲା