Handle Oriya Odia Meaning
ଆଚରଣ କରିବା, ବେଣ୍ଟ, ବେଭାରକରିବା, ବ୍ୟବହାର କରିବା, ସମ୍ଭାଳିହେବା
Definition
ନିଜ ଉପରକୁ କୌଣସି କାମର ଦାୟିତ୍ୱ ନେବା
ଉପକରଣଆଦିର ସେହି ଅଂଶ ଯେଉଁଥିରେ ତାକୁ ଧରାଯାଏ
କୌଣସି କାମ ଠିକ ଭାବରେ କରିବାର ବ୍ୟବସ୍ଥା କରିବା
ପଡ଼ିବାରୁ ବଞ୍ଚେଇବା
ଖରାପ ଦଶାରେ ଗତି କରିବାରୁ ରୋକିବା
କୌଣସି ବ୍ୟକ୍ତି ବା ବସ୍ତୁର ଯତ୍ନ ନେବା
Example
ସେ ନିଜ ପିତାଙ୍କ କାରବାର ଭଲ ଭାବରେ ସମ୍ଭାଳିଛି
ବାସନର ବେଣ୍ଟ ଭାଙ୍ଗିଗଲେ ତାକୁ ଧରିବାକୁ କଷ୍ଟ ହୋଇଥାଏ
ଶ୍ୟାମ ପିକନିକରେ ଖାଇବାର ବ୍ୟବସ୍ଥା କରିଛି
ତିନି ମହଲାରୁ ଖସିପଡ଼ୁଥିବା ପିଲାଟିକୁ ଜଣେ ଯୁବକ ଆଗକୁ ଯାଇ ଧରିଲେ
Calm Down in Oriya OdiaThick in Oriya OdiaTwaddle in Oriya OdiaAir in Oriya OdiaDread in Oriya OdiaClogged in Oriya OdiaSentiment in Oriya OdiaNarrative in Oriya OdiaPretence in Oriya OdiaUnordered in Oriya OdiaUnresolved in Oriya OdiaForm in Oriya OdiaState in Oriya OdiaHoly Man in Oriya OdiaPlug in Oriya OdiaRoyal Family in Oriya OdiaTrio in Oriya OdiaRainy in Oriya OdiaLoaded in Oriya OdiaDaylight in Oriya Odia