Home Oriya Odia Dictionary

Download Oriya Odia Dictionary APP

Hap Oriya Odia Meaning

ଠିକ ଘଟିବା, ପ୍ରମାଣିତ ହେବା

Definition

ଗୋଟିଏ ସ୍ଥାନରୁ ଖସି, ଡେଇଁ ବା କୌଣସି ପ୍ରକାରେ ଅନ୍ୟ ସ୍ଥାନରେ ପହଞ୍ଚିବା ବା ସ୍ଥିତ ହେବା
ହଠାତ୍‌ ମଝିରେ ଆସି ପଡ଼ିବା
ଦୁଃଖ, କଷ୍ଟ, ଭାର ଆଦି ପଡ଼ିବା
କିଏ ଘରେ ନିକମ୍ମାହୋଇ ବସିବା
ରାସ୍ତାରେ ବା ମାର୍ଗରେ ମିଶିବା

Example

ଗଛ ତଳେ ବହୁତ ମହୁଲ ପଡ଼ିଛି
କ୍ଲାନ୍ତିରୁ ଆରାମ ପାଇବାପାଇଁ ପଥିକ ଗଛ ତଳେ ଗଡ଼ିପଡ଼ିଲା
ବାପପୁଅଙ୍କ କଳିରେ ଆପଣ କାହିଁକି ପଡ଼ୁଛନ୍ତି?
ତା ଉପରେ ଏତେ ବିପଦ ପଡ଼ିଲା,କିନ୍ତୁ ସେ ଭାଙ୍ଗିପଡ଼ିଲାନିଁ
ସେ ଦିନତମାମ ଘରେ ହିଁ ପଡ଼ିଥାଏ, କିଛି କାମଧନ୍ଦ