Home Oriya Odia Dictionary

Download Oriya Odia Dictionary APP

Happy Oriya Odia Meaning

ଆମୋଦୀ, ଖୁସିବାସି, ପ୍ରସନ୍ନଚିତ୍ତ, ପ୍ରସନ୍ନମନା, ସଦାନନ୍ଦ, ସୁଖଭରା, ସୁଖମୟ, ସୁଖୀ

Definition

ଯାହା ଆନନ୍ଦରେ ଭରା
ଯାହାଙ୍କ ପାଖରେ ଧନ ଦୌଲତ ଅଛି ବା ଯେ ଧନ ସମ୍ପର୍ଣ୍ଣ
ଯାହାର ଇଚ୍ଛା ବା ବାସନା ପୂର୍ଣ୍ଣ ହୋଇଯାଇଛି
ସୁଖ, ସମୃଦ୍ଧି ତଥା କୁଶଳତାରେ ପରିପୂର୍ଣ୍ଣ ହେବା ଅବସ୍ଥା
ଯିଏ ପ୍ରସନ୍ନ ହୋଇଛି
ଯାହାର ଚିତ୍ତ ପ୍ରସନ୍ନ
ଯେ

Example

ସନ୍ତୋଷୀ ବ୍ୟକ୍ତିଙ୍କ ଜୀବନ ଆନନ୍ଦପୂର୍ଣ୍ଣ ହୁଏ
ସେହି କାମକର ଯାହାଦ୍ୱାରା ସମସ୍ତଙ୍କର ହିତ ହେବ
ଧନାଢ଼୍ୟ ବ୍ୟକ୍ତିମାନଙ୍କ ସ୍ୱଭାବ ଫଳନ୍ତି ଗଛ ପରିହେବା ଉଚିତ
ମୁଁ ଆପଣଙ୍କ ଦର୍ଶନପାଇ ତୃପ୍ତ ହୋଇଗଲି
ଏପରି କାମ