Home Oriya Odia Dictionary

Download Oriya Odia Dictionary APP

Harbour Oriya Odia Meaning

ଗୁପ୍ତରେ ଆଶ୍ରୟ ଦେବା, ଗୁପ୍ତରେ ଶରଣ ଦେବା, ଗୁପ୍ତରେ ସୁରକ୍ଷା ଦେବା, ବନ୍ଦର

Definition

ସମୁଦ୍ର କୂଳରେ ଜାହାଜ ଅଟକିବା ସ୍ଥାନ ଯେଉଁଠି ଜାହାଜରୁ ଜିନିଷପତ୍ର ଓହ୍ଲାଯାଏ ଓ ଲଦା ଯାଏ
କାହାରିକୁ ରହିବା ନିମନ୍ତେ ସ୍ଥାନ ଦେବା

Example

କେତେକ ବଡ଼ ବଡ଼ ଜାହାଜ ବନ୍ଦରରେ ଲାଗିଛି
ଜଙ୍ଗଲରେ ବୁଲୁଥିବା ପଥିକଟିକୁ ସାଧୁ ନିଜ ଆଶ୍ରମରେ ଆଶ୍ରୟ ଦେଲେ