Home Oriya Odia Dictionary

Download Oriya Odia Dictionary APP

Harmful Oriya Odia Meaning

କ୍ଷତିକର, କ୍ଷତିକାରକ, ହାନିକାର, ହାନିକାରକ, ହାନିପ୍ରଦ

Definition

ଅପକାର କରିବା ଲୋକ ବା ଯେ ଅପକାଋ କରେ
ଯେଉଁଥିରେ ହାନିଘଟେ ବା ଯାହା କ୍ଷତି ପହଞ୍ଚାଏ
ଯେ ଅନର୍ଥ ବା ଧ୍ୱଂସ କରେ
ଯାହା କଲ୍ୟାଣକାରୀ ନୁହେଁ
ଯେ ନାଶ କରେ
ମାରି ହାଣିବାବାଲା ଅସ୍ତ୍ର
ଅପକାର କରିବା ବାଲା ବ୍ୟକ୍ତି
ଯାହା ହିତକର ନୁହେଁ (ଆହାର)

Example

ଅପକାରୀ ବ୍ୟକ୍ତି କେତେବେଳେ ବି ଶାନ୍ତିରେ ଶୋଇପାରେ ନାହିଁ
ଅନିୟମିତ ଭୋଜନ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ
ଗୁଜୁରାଟରେ ଆସିଥିବା ଅନର୍ଥକାରୀ ଭୂମିକମ୍ପ ବହୁତ ଲୋକଙ୍କୁ ଅନାଥ କରିଦେଲା
ଭୂତପ୍ରେତଙ୍କ