Hate Oriya Odia Meaning
ଖରାପ ଭାବିବା, ଘୃଣା, ଘୃଣା କରିବା, ଜୁଗୁସ୍ପା, ନୀଚବୋଲି ଭାବିବା, ବିତୃଷ୍ଣା
Definition
ଯେଉଁ ମନୋବୃତ୍ତି ଜଣଙ୍କୁ ଖୁବ୍ ଖରାପ ଭାବି ସବୁବେଳେ ତାଠାରୁ ଦୂରରେ ରହିବାପାଇଁ ପ୍ରେରଣା ଦିଏ
ଯାହା ପସନ୍ଦ ନୁହେଁ
ଅନ୍ୟର ଲାଭ ବା ହିତ ଦେଖି ଈର୍ଷ୍ୟାନ୍ୱିତ ହେବା
ଯାହା ରୁଚିକର ନୁହେଁ
କାହାରିକୁ ଖରାପ ଭାବି ସବୁବେଳେ
Example
ବାଧ୍ୟତାବଶତଃ କିଛିଲୋକଙ୍କୁ ଅପସନ୍ଦ ବସ୍ତୁ କିଣିବାକୁ ପଡ଼େ
ରାମର ଉନ୍ନତି ଦେଖି ଶ୍ୟାମ ଈର୍ଷା କରେ
ସେ କେବେ ଅରୁଚିକର କାର୍ଯ୍ୟ କରେ ନାହିଁ
କାହାରିକୁ ବି ଘୃଣା କରନାହିଁ
Adult Male in Oriya OdiaInheritor in Oriya OdiaEmbayment in Oriya OdiaProceed in Oriya OdiaEarth's Surface in Oriya OdiaThrob in Oriya OdiaUnsympathetic in Oriya OdiaPermission in Oriya OdiaMoroccan Dirham in Oriya OdiaWilderness in Oriya OdiaPetrify in Oriya OdiaTropic Of Capricorn in Oriya OdiaBlabber in Oriya OdiaWillfulness in Oriya OdiaCornucopia in Oriya OdiaWell-being in Oriya OdiaLodge in Oriya OdiaPartiality in Oriya OdiaAbattoir in Oriya OdiaSeawater in Oriya Odia