Home Oriya Odia Dictionary

Download Oriya Odia Dictionary APP

Hazard Oriya Odia Meaning

କିସ୍ମତ୍, ଦଇବ, ଦୈବୀ, ଦୈବୀ ଭରସା, ନିୟତି, ପ୍ରାରବ୍ଧ, ଭାଗ୍ୟ

Definition

ସଙ୍କଟ ବା ବିପତ୍ତିର ସମ୍ଭାବନାଶୀଳ ସ୍ଥିତିରେ ପକାଇବା
ସାହାସପୂର୍ଣ୍ଣ କାମ
ଖରାପ ବା କଷ୍ଟକର ହୋଇଥିବା ପରିଣାମ
କ୍ଷତିର ସହଭାଗିତା ବା ବିଶେଷଜ୍ଞତାର ଆଦାନପ୍ରଦାନ ନିମନ୍ତେ କମ୍ପାନୀ ଗୋଷ୍ଠୀଦ୍ବାରା ବା ଅଂଶୀଦାରୀରେ କରାଯାଇଥିବା କୌଣସି ଉପକ୍ରମ

Example

ସେ ନିଜ ଜୀବନକୁ ସଂକଟରେ ପକେଇ ବୁଡ଼ିଯାଉଥିବା ଶିଶୁକୁ ରକ୍ଷା କଲେ
ଏହି କାମପାଇଁ ମୁଁ ମୋ ସମ୍ମାନକୁ ବିପଦରେ ପକାଇବି
ସବୁବେଳେ ସେ ସାହାସିକ କାମ କରିଥାଏ
ଯଦି ନାକବଦଳରେ ମୁହଁରେ ଶ୍ବାସ ନିଆଯାଏ ତେବେ ଫୁସ୍‌ଫୁସ୍‌ରେ କ୍ଷତି ପହଞ୍ଚିପାରେ
ଜଏଣ୍ଟ ଭେଞ୍ଚରରେ ଦୁଇ ବା