Home Oriya Odia Dictionary

Download Oriya Odia Dictionary APP

Heap Oriya Odia Meaning

ଅମାର, ଗଦା, ଚୟ, ଜମା, ରାଶି, ସମ୍ଭାର, ସଂଶ୍ଳିଷ୍ଟ

Definition

ଏକ ସ୍ଥାନରେ ଏକତ୍ରୀତ ଏକପ୍ରକାରର ବହୁତ ବସ୍ତୁର ସମାହାର
ଏକାଭଳି ବହୁତଗୁଡ଼ିଏ ବସ୍ତୁର କିଛି ସମୂହ ଆକାର
କୌଣସି ବସ୍ତୁ ପ୍ରଚୁର କରିଦେବା

Example

ସୁରେଶ କାଠ ସମୁଦାୟରେ ନିଆଁ ଲଗାଇଦେଲା
ରାମ ଓ ଶ୍ୟାମ ମଧ୍ୟରେ ଶସ୍ୟରାଶିର ବଣ୍ଟନ ହେଲା
ଶ୍ରୀକୃଷ୍ଣ ସୁଦାମାର ଘରକୁ ଧନରେ ପୂର୍ଣ୍ଣ କରିଦେଲେ