Home Oriya Odia Dictionary

Download Oriya Odia Dictionary APP

Heartbreaking Oriya Odia Meaning

କଷ୍ଟକର, କଷ୍ଟଦାୟକ, କଷ୍ଟପ୍ରଦ, ଦୁଃଖଦାୟକ, ପୀଡାଦାୟକ

Definition

ଯାହା ଶୋକରେ ଭରା
ଯାହାଦ୍ୱାରା ଦୁଃଖ ପହଞ୍ଚେ ବା ଦୁଃଖ ଦେବାବାଲା
ଯାହାକୁ ଦୁଃଖ ବା କଷ୍ଟ ହୋଇଛି
ଯାହା ପୀଡ଼ା ଦିଏ
ମନକୁ ଅଧିକ କଷ୍ଟ ପହଞ୍ଚାଉଥିବା
ଯାହାକୁ କରିବା କଠିନ

Example

କୌଣସି ମହାନ୍‌ ବ୍ୟକ୍ତିଙ୍କ ମୃତ୍ୟୁରେ ସମଗ୍ର ଦେଶର ପରିବେଶ ଶୋକପୂର୍ଣ୍ଣ ହୋଇଯାଏ
ଏହା ବଡ ଦୁଃଖଦ କଥା ଯେ ତୁମେ ନିଜ ବାପ-ମା’ଙ୍କ ସେବା କରୁନାହଁ
ଦୁଃଖୀ ମଣିଷ ହିଁ ଅନ୍ୟର ଦୁଃଖକୁ ଅନୁଭବ କରିପାରେ
ବୃଦ୍ଧାବସ୍ଥା ଦୁଃ