Home Oriya Odia Dictionary

Download Oriya Odia Dictionary APP

Heat Oriya Odia Meaning

ଇର୍ଷାନ୍ବିତ କରାଇବା, ଉତ୍ତାପ, ଉଷ୍ଣତା, ଉଷ୍ମାଘାତ, ଗରମ, ଗରମ କରିବା, ଗରମୀ, ଚିଡେଇବା, ଜଳେଇବା, ତତାଇବା, ତାପ, ସେକିବା

Definition

ଉଷ୍ଣ ବା ଗରମ ହେବାର ଅବସ୍ଥା ବା ଭାବ
ସେହି ପ୍ରାକୃତିକ ବିଦ୍ୟୁତ ବା ଅଗ୍ନିରୁ ଉତ୍ପନ୍ନ ହେଉଥିବା ଶକ୍ତି ଯାହା ପ୍ରଭାବରେ ଜିନିଷ ଗରମ ହୋଇ ତରଳେ ବା ବାଷ୍ପରୂପ ହୋଇଯାଏ ଏବଂ ଯାହାର ଅନୁଭବ ଗରମ ବା ଜ୍ୱଳନ ରୂପରେ ହୋଇଥାଏ
ଆବେଗ ହେବା

Example

ଗ୍ରୀଷ୍ଣକାଳରେ ଉତ୍ତାପ ବଢ଼ିଯାଏ
ଭୀଷଣ ତାପ ଯୋଗୁ ତା’ ହାତ ଜଳିଗଲା
ମୁଁ ଉତ୍ତେଜନାବଶତଃ କଣ କଣ କହିଗଲି
ଖରାରେ ଶୋଷ ଅଧିକ ଲାଗେ
ସେ ଉଷ୍ମାଘାତରେ ବ୍ୟାକୁଳ ହେଉଛି
ସେ ଲୁହାକୁ ନିଆଁରେ ତତାଉଅଛି
ତାର ବାଜେ କଥାରେ ମୋତେ ରାଗ ମାଡ଼େ
ଉପଦଂ