Home Oriya Odia Dictionary

Download Oriya Odia Dictionary APP

Heat Up Oriya Odia Meaning

ଗରମ କରିବା, ତତାଇବା, ସେକିବା

Definition

ଗରମ କରିବା
କିଛି ଏଭଳି କାମ କରିବା ଯେପରି ସମ୍ମୁଖରେ ଥିବା ଲୋକ କ୍ରୋଧିତ ହେବ
କିଛି ଏଭଳି କରିବା ଯେଉଁଥିରୁ ଉତ୍ତେଜନା ଆସେ

Example

ସେ ଲୁହାକୁ ନିଆଁରେ ତତାଉଅଛି
ତାର ବାଜେ କଥାରେ ମୋତେ ରାଗ ମାଡ଼େ
ମା ଥଣ୍ଡା ଦୁଧକୁ ପୁଣି ଗରମ କରୁଛନ୍ତି
ଗାୟକ ନିଜର ଉତ୍ସାହ ପୂର୍ଣ୍ଣ ଗୀତରେ ଶ୍ରୋତାମାନଙ୍କୁ ଉତ୍ତେଜିତ କରୁଥିଲା