Heave Oriya Odia Meaning
ଅରଚି, ଓକାର ଦେଖେଇବା, ଧଇଁସଇଁ ହେବା, ବାନ୍ତି, ବାନ୍ତି ଲାଗିବା
Definition
ଦୁଃଖ ବା ଉଦାସତା ସମୟରେ ନିଆଯାଉଥିବା ଥଣ୍ଡା ଶ୍ୱାସ
ବାନ୍ତି କରିବାପାଇଁ ଇଚ୍ଛାହେବାର ପ୍ରକ୍ରିୟା
ନାକ ବା ମୁହଁରୁ ବାହାରକୁ ପବନ ଛାଡ଼ିବା ପ୍ରକ୍ରିୟା
ପ୍ରାଣୀମାନଙ୍କର ନାକ ବା ମୁହଁରୁ ନିର୍ଗତ ପବନ
Example
ଆହା! କହି ରାମୁ ନିଜର ରାମ କାହାଣୀ ଶୁଣାଇବାକୁ ଲାଗିଲେ
ଔଷଧ ଖାଇବା କ୍ଷଣି ତାଙ୍କୁ ଓକାର ଆସିଲା
ଶ୍ୟାମକୁ ନିଶ୍ୱାସ ଛାଡ଼ିବାରେ କଷ୍ଟ ହେଉଅଛି
ନିଶ୍ୱାସରେ କାର୍ବନ ଡାଇଅକ୍ସାଇଡର ମାତ୍ରା ଅଧିକ ଥାଏ
Rubbish in Oriya OdiaResearch in Oriya OdiaSquare in Oriya OdiaPotter in Oriya OdiaSavant in Oriya OdiaAnnotation in Oriya OdiaRedolent in Oriya OdiaUnconsecrated in Oriya OdiaInattentive in Oriya OdiaBrazier in Oriya OdiaGrouping in Oriya OdiaFleshy in Oriya OdiaInstruct in Oriya OdiaClose Down in Oriya OdiaMat in Oriya OdiaEditor in Oriya OdiaKlick in Oriya OdiaStand For in Oriya OdiaComestible in Oriya OdiaBed in Oriya Odia