Home Oriya Odia Dictionary

Download Oriya Odia Dictionary APP

Heaven Oriya Odia Meaning

ଅମୃତଲୋକ, ବୈକୁଣ୍ଠ, ସ୍ୱର୍ଗ

Definition

ଖୋଲା ଜାଗାରେ ଉପରଆଡ଼କୁ ଦେଖାଯାଉଥିବା ଖାଲି ସ୍ଥାନ
ମନମୋହକ ଏବଂ ସୁଖଦାୟକ ସ୍ଥାନ
ହିନ୍ଦୁ ଧର୍ମ ଅନୁସାରେ ସପ୍ତ ଲୋକରୁ ଗୋଟିଏ ଲୋକ ଯେଉଁଠି ପୁଣ୍ୟ ଓ ସତ୍‌କର୍ମ କରିଥିବା ଲୋକଙ୍କ ଆତ୍ମା

Example

ଆକାଶରେ କଳା ବାଦଲ ଘେରି ରହିଛି / ଚାନ୍ଦିନୀ ରାତିରେ ଆକାଶର ଶୋଭା ଦେଖିବାଯୋଗ୍ୟ
ଆତଙ୍କବାଦ ସହିତ ଲଢ଼ୁଥିବା କାଶ୍ମୀର ଏବେ ସ୍ୱର୍ଗ ହୋଇ ରହିନାହିଁ
ମନୁଷ୍ୟଙ୍କ ଉତ୍ତମକର୍ମ ତାଙ୍କୁ ସ୍ୱର୍ଗକୁ ନିଏ
ଆମକୁ