Home Oriya Odia Dictionary

Download Oriya Odia Dictionary APP

Height Oriya Odia Meaning

ଉଚ୍ଚ, ଉଚ୍ଚତା, ଉଠାଣି, ଚରମାବସ୍ଥା, ଲମ୍ବ

Definition

ଉପର ଆଡ଼କୁ ବିସ୍ତାର ବା ଭୂମିରୁ ନେଇ ଏକଦମ ଉପର ପର୍ଯ୍ୟନ୍ତ ବିସ୍ତାର
ଗୋଟିଏ ଅଂଶରୁ ଅନ୍ୟ ଅଂଶ ପର୍ଯ୍ୟନ୍ତ ସମାନ୍ତର ବିସ୍ତାର ବା କୌଣସି ଏକ ସ୍ଥାନରୁ ସବୁଠାରୁ ଲମ୍ବା ଅନୁଭୂମିକ ବିସ୍ତାର
ସମୁଦ୍ର

Example

ଏହି ସ୍ଥାନର ଦ୍ରୈର୍ଘ୍ୟ ପ୍ରସ୍ଥାଠାରୁ ଦୁଇଗୁଣ
ଉଡ଼ାଜାହାଜ ବହୁ ଉଚ୍ଚତାରେ ଉଡ଼ୁଥିଲା
କଣ ଆପଣ ବିରହିଣୀର ବିରହ କାଳର ଦୀର୍ଘତାକୁ ଅନୁମାନ କରିପାରିବେ
ସମସ୍ତେ ଶୀର୍ଷରେ ପହଞ୍ଚିବା ନିମନ୍ତେ ଚେଷ୍ଟା କରିବା ଜରୁରୀ