Home Oriya Odia Dictionary

Download Oriya Odia Dictionary APP

Hell Oriya Odia Meaning

ନରକ

Definition

ଧାର୍ମିକ ବିଚାର ଅନୁଯାୟୀ ଯେଉଁ ଜାଗାକୁ ଦଣ୍ଡ ଭୋଗିବାପାଇଁ ପାପୀ ବା ଦୁରାଚାରୀଙ୍କ ଆତ୍ମାକୁ ପଠାଯାଏ
ବହୁତ ଖରାପ ଓ କଷ୍ଟଦାୟକ ସ୍ଥାନ

Example

ମଲା ପରେ ପାପୀ ନର୍କକୁ ଯାଏ
ଆତଙ୍କବାଦୀଙ୍କ ଅକ୍ତିଆରରେ ଆସିବାପରେ ହିଁ ଏହି ସହର ଆମପାଇଁ ନରକ ହୋଇଯାଇଛି
ନରକ ବିପ୍ରଚିତ୍ତିର ପୁଅ ଥିଲା