Home Oriya Odia Dictionary

Download Oriya Odia Dictionary APP

Helmsman Oriya Odia Meaning

ନାବିକ

Definition

ନୌକା ଚଳାଇବା କାମ କରୁଥିବା ଏକ ଜାତି
ଯାହାଙ୍କ ତତ୍ତ୍ୱାବଧାନରେ କୌଣସି କାର୍ଯ୍ୟ କରାଯାଏ
ନାବ ଚଳାଉଥିବା ବ୍ୟକ୍ତି
ନୌକା ଚାଳନା କାର୍ଯ୍ୟ କରୁଥିବା ଗୋଟିଏ ଜାତିର ସଦସ୍ୟ

Example

ମନୋହର ବ୍ରାହ୍ମଣ ହୋଇ ମଧ୍ୟ ନିଜ ପୁଅର ବାହାଘର କେଉଟ ଜାତିରେ କରିଛି
ସେ ଏହି ସଂସ୍ଥାର କର୍ଣ୍ଣଧାର
ନାଉରିଆ ଡଙ୍ଗାକୁ ଦୃତଗତିରେ ନେଉଥିଲା
ନଦୀପାର କରାଇବା ନିମନ୍ତେ ସେ ଧୀବରକୁ ଡାକିଲା