Home Oriya Odia Dictionary

Download Oriya Odia Dictionary APP

Helplessness Oriya Odia Meaning

ଅବଶ, ନାଚାର, ବାଧ୍ୟ, ବିବଶ, ମଜବୁର

Definition

ନାଚାର ହେବାର ଅବସ୍ଥା ବା ଭାବ
ଅସହାୟ ହେବାର ଅବସ୍ଥା ବା ଭାବ

Example

ବେଳେବେଳେ ନିରୁପାୟତା ଯୋଗୁଁ ଲୋକ ଖରାପ କାମ ବି କରିଥାନ୍ତି
ଗରିବ ପିଲାମାନଙ୍କ ଅସହାୟତାରୁ ଲାଭ ଉଠାଇବା ଭଳି କିଛି ଭୁଲ କରିବା ଉଚିତ ନୁହେଁ