Home Oriya Odia Dictionary

Download Oriya Odia Dictionary APP

Herbivore Oriya Odia Meaning

ନିରାମିଂସାସୀ ପ୍ରାଣୀ, ଶାକାହାରୀ ପଶୁ, ଶାକାହାରୀ ପ୍ରାଣୀ

Definition

ସେହି ପଶୁ ଯାହା ଗଛପତ୍ର ଓ ଅନ୍ନଆଦି ଖାଏ
ଯେଉଁଥିରେ ଆଇଁଷ ମିଶି ନଥାଏ
ଉଦ୍ଭିଦ ଜାତୀୟ ଖାଦ୍ୟ ଖାଉଥିବା ପ୍ରାଣୀ
ଯେ ବୃକ୍ଷଲତାକୁ ଖାଦ୍ୟରୂପେ ଗ୍ରହଣ କରେ

Example

ଗାଈ ଏକ ଶାକାହାରୀ ପଶୁ
ହିନ୍ଦୁ ଧର୍ମ-ଗ୍ରନ୍ଥ ଅନୁସାରେ ନିରାମିଷ ଭୋଜନ କରିବାଦ୍ୱାରା ଶରୀର ଓ ମନ ଶୁଦ୍ଧ ରହେ
ଛେଳି ଏକ ଶାକାହାରୀ ପ୍ରାଣୀ
ଶାକାହାରୀମାନଙ୍କୁ ମାଂସାହାରୀମାନଙ୍କ ଅପେକ୍ଷା ପଥୁରୀ ରୋଗ