Home Oriya Odia Dictionary

Download Oriya Odia Dictionary APP

Hermit Oriya Odia Meaning

ଏକାନ୍ତବାସୀ

Definition

ସନ୍ୟାସ ଆଶ୍ରମରେ ରହୁଥିବା ତଥା ତାଙ୍କର ନିୟମ ପାଳନ କରୁଥିବା ବ୍ୟକ୍ତି
ଯେ ସାଂସାରିକ ବସ୍ତୁ ତଥା ସୁଖ ପ୍ରତି ରାଗ ବା ଆସକ୍ତିକୁ ପୂରାପୂରି ଛାଡ଼ି ଦେଇଛନ୍ତି
ଯେ ନିଜର ଇନ୍ଦ୍ରିୟମାନଙ୍କୁ ବଶ କରିପାରିଛି
ତପସ୍ୟା

Example

ଚିତ୍ରକୂଟରେ ଜଣେ ବଡ଼ ସନ୍ୟାସୀଙ୍କ ସହିତ ମୋର ସାକ୍ଷାତ ହେଲା
ସେ ଗୃହସ୍ଥ ହୋଇବି ଯତି
ବିଶ୍ୱାମିତ୍ର ଜଣେ ତପସ୍ୱୀ ଥିଲେ
ଗାଁ ବାହାର ମନ୍ଦିରରେ ଜଣେ ବୈରାଗୀ ରହନ୍ତି
ତପସ୍ୱୀ ସମାଧିସ୍ଥ ହୋଇଛନ୍ତି
ସେ କୁମ୍ଭ ମେଳାରେ