Home Oriya Odia Dictionary

Download Oriya Odia Dictionary APP

Hermitage Oriya Odia Meaning

ଆଶ୍ରମ, କୁଟୀର

Definition

ଋଷି ଓ ମୁନିମାନଙ୍କ ରହିବା ସ୍ଥାନ
ହିନ୍ଦୁମାନଙ୍କ ଜୀବନର ଚାରି ଅବସ୍ଥା-ବ୍ରହ୍ମଚର୍ଯ୍ୟ,ଗୃହସ୍ଥ, ବାନପ୍ରସ୍ଥ ଏବଂ ସନ୍ୟାସ
ସାଧୁ-ସନ୍ଥ ରହିବା ସ୍ଥାନ
ଯେଉଁ ବଣରେ ତପସ୍ବୀ ରହନ୍ତି ଏବଂ ତପସ୍ୟା କରନ୍ତି

Example

ବନବାସ କରିବା ସମୟରେ ଶୀରାମ ପଞ୍ଚବଟୀରେ ନିଜ ଆଶ୍ରମ ତିଆରି କଲେ
ବୈଦିକ ଯୁଗରେ ଆଶ୍ରମ ବ୍ୟବସ୍ଥା ପ୍ରଚଳିତ ଥିଲା
ଉତ୍ତର କାଶୀ ବୁଲିବା ସମୟରେ ଆମେ କିଛି ଦିନ