Home Oriya Odia Dictionary

Download Oriya Odia Dictionary APP

Hero Oriya Odia Meaning

ନାୟକ, ପୁରୁଷସିଂହ , ପ୍ରଧାନ ଚରିତ୍ର, ବଳବାନ, ବାହାଦୁର, ବୀର, ବୀରପୁରୁଷ, ମୂଖ୍ୟଚରିତ୍ର, ଶୂର, ହିରୋ

Definition

ବଳଶାଳୀ ପୁରୁଷ ଯେ ସାହସପୂର୍ଣ୍ଣ ତଥା ବୀରତାପୂର୍ଣ୍ଣ କାର୍ଯ୍ୟ କରେ
ଯିଏ ଯୁଦ୍ଧ କରେ
ସାହିତ୍ୟଆଦିରେ ସେହି ପୁରୁଷ ଯାହାର ଚରିତ୍ର କୌଣସି କାବ୍ୟ, ନାଟକ ପ୍ରଭୃତିରେ ମୁଖ୍ୟରୂପରେ ଆସେ
କୌଣସି କ୍ଷେତ୍ର ବା ବିଷୟରେ କାହାର ନେତୃତ୍ତ୍ୱ କରୁଥିବା ବ୍ୟକ୍ତି
ଯେ ବୀରପୂର୍ବ

Example

ସୋହରାବ ଓ ରୁସ୍ତମ ଦୁଇ ବୀର ପରସ୍ପର ମଧ୍ୟରେ ଲଢ଼ିଥିଲେ
ଏହି କାହାଣୀର ନାୟକ ଶେଷରେ ବୀରଗତି ପ୍ରାପ୍ତ ହୋଇଯାଏ
ଅଟଳ ବିହାରୀ ବାଜପେୟୀ ଜଣେ କୁଶଳ ନେତା
ବୀର ବ୍ୟକ