Home Oriya Odia Dictionary

Download Oriya Odia Dictionary APP

Heroic Oriya Odia Meaning

ବୀରତ୍ବପୂର୍ଣ୍ଣ, ସାହାସିକ

Definition

ବଳଶାଳୀ ପୁରୁଷ ଯେ ସାହସପୂର୍ଣ୍ଣ ତଥା ବୀରତାପୂର୍ଣ୍ଣ କାର୍ଯ୍ୟ କରେ
ଯିଏ ଯୁଦ୍ଧ କରେ
ଯେ ବୀରପୂର୍ବକ କୌଣସି କାମ କରେ
ମନୁ ଏବଂ ଶତରୂପାଙ୍କ ପୁତ୍ର
ଯାହା ବୀରତାରେ ପୂର୍ଣ୍ଣ

Example

ସୋହରାବ ଓ ରୁସ୍ତମ ଦୁଇ ବୀର ପରସ୍ପର ମଧ୍ୟରେ ଲଢ଼ିଥିଲେ
ବୀର ବ୍ୟକ୍ତି କୌଣସି କାମରେ ପଛଘୁଞ୍ଚା ଦିଏନାହିଁ
ପ୍ରିୟବ୍ରତ ଏବଂଉତ୍ତାନପାଦ ବୀରଙ୍କ ପୁଅ ଥିଲେ
ଆପଣ ବୀରତ୍ୱପୂର୍ଣ୍ଣ କାମ କରିଛନ୍ତି