Home Oriya Odia Dictionary

Download Oriya Odia Dictionary APP

Heroism Oriya Odia Meaning

ପରାକ୍ରମ, ପୌରୁଷ, ବାହାଦୁରୀ, ବିକ୍ରମ, ବୀରତା, ବୀରତ୍ବ

Definition

ମନର ଯେଉଁ ଦୃଢତା କୌଣସି ବଡ଼ କାମ କରିବା ନିମନ୍ତେ ପ୍ରବୃତ୍ତ କରାଏ ବା ଯେଉଁକାରଣରୁ ଆମେ ନିର୍ଭୟରେ ବିପଦର ମୁକାବିଲା କରୁ
ବୀରହେବାର ଅବସ୍ଥା କିମ୍ବା ଭାବ

Example

ରାଣୀ ଲକ୍ଷ୍ମୀବାଈଙ୍କର ବୀରତ୍ୱ ପୃଥିବୀ ପ୍ରସିଦ୍ଧ