Home Oriya Odia Dictionary

Download Oriya Odia Dictionary APP

Himalayas Oriya Odia Meaning

ଗିରିପତି, ଗିରିରାଜ, ଗିରୀଶ, ନଗାଧିରାଜ, ଶୈଳପତି, ଶୈଳେନ୍ଦ୍ର, ହିମବାନ, ହିମାଚଳ, ହିମାଦ୍ରି, ହିମାଳୟ

Definition

ଭାରତର ଉତ୍ତରରେ ଥିବା ପୃଥିବୀର ସବୁଠାରୁ ଉଚ୍ଚ ପର୍ବତ

Example

ହିମାଳୟ ଭାରତର ପ୍ରହରୀ / ଏଭେରେଷ୍ଟ ହିମାଳୟର ସବୁଠାରୁ ଉଚ୍ଚ ଶୃଙ୍ଗ