Home Oriya Odia Dictionary

Download Oriya Odia Dictionary APP

Hindi Oriya Odia Meaning

ହିନ୍ଦୀ

Definition

ଭାରତର ବା ଭାରତ ସହିତ ସମ୍ବନ୍ଧ ରଖୁଥିବା
ଦେବନାଗରୀ ଲିପିରେ ଲେଖାଯାଉଥିବା ଯେଉଁ ଭାଷା ମୁଖ୍ୟତଃ ଭାରତର ଉତ୍ତର ଓ ମଧ୍ୟ ଭାଗରେ କୁହାଯାଏ
ହିନ୍ଦୀଭାଷା ବା ହିନ୍ଦୀ ସହିତ ସମ୍ବନ୍ଧିତ
ଯେଉଁ ବିଷୟରେ ହିନ୍ଦୀଭାଷା ଓ

Example

ବହୁତ ଦିନ ପର୍ଯ୍ୟନ୍ତ ଭାରତୀୟ ଜନତା ଦାସତ୍ୱର ଶିକୁଳିରେ ବାନ୍ଧି ହୋଇଥିଲେ
ହିନ୍ଦୀ ଭାରତର ରାଜଭାଷା
ତ୍ରିରଙ୍ଗା ଭାରତୀୟମାନଙ୍କ ଗର୍ବ
ମୋତେ ହିନ୍ଦୀ ସିନେମା ଦେଖିବାକୁ ଭଲ ଲାଗେ
ମୋତେ ହିନ୍ଦୀରେ ଶହେ ପ୍ରତିଶତ ଅଙ୍କ ମିଳିଥିଲା