Home Oriya Odia Dictionary

Download Oriya Odia Dictionary APP

Hiss Oriya Odia Meaning

ଗର୍ଜନ କରିବା, ଫଁ ଫଁ କରିବା, ଫଁ ଫଁ ହେବା, ଫଁଫଁକାର, ଫୁତ୍କାର କରିବା, ଫୁଫୁକାର କରିବା, ଫୂତକାର

Definition

ଫଁ ଫଁ କରୁଥିବା ଶବ୍ଦ
ଧୀରେଧୀରେ ବା ସକେଇସକେଇ କାନ୍ଦିବା ପ୍ରକ୍ରିୟା
ସଂଭୋଗ ସମୟରେ ସ୍ତ୍ରୀ ମୁହଁରୁ ବାହାରୁଥିବା ସି ସି ଶବ୍ଦ
ସାପ ଫଁ ଫଁ କରିବା

Example

ସାପର ଫଁ ଫଁ ଶବ୍ଦରେ ବଡ଼ ବଡ଼ଙ୍କ ପ୍ରାଣବି ଥରି ଉଠେ
ସୀତାର ସକାଣ ଶୁଣି ତା ମାଆ ତା ରୁମକୁ ଆସିଲେ
ସୀତ୍କାର ସୃଷ୍ଟିକାରୀ କଷ୍ଟରୁ ଆନନ୍ଦ ହିଁ ମିଳେ
ନାଗ ଫଣା ଟେକି ଫଁ ଫଁ ହେଲା