Home Oriya Odia Dictionary

Download Oriya Odia Dictionary APP

Hit Oriya Odia Meaning

ଆଗମନ କରିବା, ଆଘାତ, ଆସିବା, ଉପସ୍ଥିତ ହେବା, ଖଲାସକରିବା, ଜୀବନନେବା, ଧକକା ହେବା, ଧକ୍କା, ପହଞ୍ଚିବା, ବାଡେଇହେବା, ମରିବା, ମାଡ, ମାରିବା, ଶେଷକରିବା, ହତ୍ୟାକରିବା

Definition

କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
କୌଣସି ବସ୍ତୁ ଉପରେ ଅନ୍ୟ ଏକ ବସ୍ତୁ ଜୋରରେ ଆସି ଖସିପଡ଼ିବା କ୍ରିୟା (ଯାହାଫଳରେ ବେଳେବେଳେ ଅନିଷ୍ଟ ବା ହାନୀ ହୁଏ)
ଯେ

Example

ସେ ଲାଠିରେ ମୋତେ ଆଘାତ କଲା
ମୋହନ ଏହି କାମରେ ସଫଳ ହୋଇଗଲା
ବର୍ତ୍ତମାନ ଆମେ ସପରିବାର ଗୋଆ ଯିବାର କାର୍ଯ୍ୟକ୍ରମ କରୁଥିଲୁ, ହଠାତ୍‌ ଦିଲ୍ଲୀବାସୀ ମାଉସୀ ଆସି ପହଞ୍ଚିଗଲେ
କଂସେଇଖାନାରେ ଅବୈଧରୂପରେ କଟାଯାଉଥିବା ପଶୁମାନଙ୍କ ଉପରେ ପ୍ରତିବନ୍ଧ ଲାଗିବା ଉଚିତ୍‌