Home Oriya Odia Dictionary

Download Oriya Odia Dictionary APP

Hog Oriya Odia Meaning

ପୋଷା ଘୁଷୁରି

Definition

ବିଶେଷକରି ମାଂସ ନିମନ୍ତେ ପାଳନ କରାଯାଉଥିବା ଏକ ଗୃହପାଳିତ ପଶୁ
ଯେ ମାଟିର ବାସନ ତିଆରି କରେ
ଭଗବାନ ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରୁ ଯେଉଁ ଅବତାର ହିରଣାକ୍ଷକୁ ମାରିବାପାଇଁ ହୋଇଥିଲା
ଯେଉଁ ବ୍ୟକ୍ତିକୁ ଲୋଭୀ ହିସାବରେ ଗଣାଯାଏ ଓ ଯେ ଘୁଷୁରିଭଳି (ସ୍ୱଭାବ)
ଅଣ୍ଡିରା ଘୁଷୁରି
ବନ୍ଧା ଯାଉନଥିବା ଅଣ୍ଡିରାଘୁଷୁରି

Example

କୁମ୍ଭାର ମାଟିକୁ ଅନେକ ଆକାର ଦେବାରେ ସିଦ୍ଧହସ୍ତ
ବରାହ ହିରଣାକ୍ଷକୁ ମାରି ପୃଥିବୀକୁ ପାତାଳଲୋକରୁ ଫେରାଇ ଆଣିଥିଲେ
ସେ ଖାଇବାରେ ପୁରାପୁରି ଘୁଷୁରି
ସେ ଗୋଟିଏ ଅଣ୍ଡିରା ଘୁଷୁରି ଓ ଗୋଟିଏ ମାଈଘୁଷୁରି ପାଳୁଛି
ସେ ଅଣ୍ଡିରାଘୁଷୁରିର ଗଳାରେ ଫାଶ