Home Oriya Odia Dictionary

Download Oriya Odia Dictionary APP

Hold Fast Oriya Odia Meaning

ଜଡିଯିବା, ଯୋଡିଯିବା, ଲାଗିଯିବ

Definition

ଅଠାଆଦି ତରଳ ପଦାର୍ଥରେ ଦୁଇଟି ବସ୍ତୁକୁ ପରସ୍ପର ସହିତ ଯୋଡ଼ିବା
ନିଜନିଜ ଭିତରେ ଏପରି ମିଶିବା ଯେପରି ଦୁଇଜଣଙ୍କର ପାର୍ଶ୍ୱ ବା ତଳ ପରସ୍ପର ସହ ଲାଗିଯିବ

Example

କାଗଜ କାଠ ସହିତ ଜଡ଼ିଗଲା
ପିଲାଟି ଡରିକରି ତା’ ମାର ଛାତିକୁ ଜାବୁଡ଼ି ଧଇଲା / ଶଲ୍ୟ ଚିକିତ୍ସାଦ୍ୱାରା ତାର କଟା ହୋଇଥିବା ଆଙ୍ଗୁଳି ଯୋଡ଼ି ହୋଇଗଲା