Home Oriya Odia Dictionary

Download Oriya Odia Dictionary APP

Hollow Oriya Odia Meaning

କୋରଡ, ଖନନ କରିବା, ଖୁଙ୍ଗୁର, ଖୋଳିବା, ପମ୍ଫାସ୍ଥାନ, ପୋଲା, ପୋଲାସ୍ଥାନ, ମିଥ୍ୟା

Definition

ଯାହାର ବୁଦ୍ଧି ନାହିଁ ବା ବହୁତ କମ୍‌ ବୁଦ୍ଧି ଅଛି
କୌଣସି ବସ୍ତୁଆଦିର ସେହି ଅଂଶ ଯାହା ଖାଲି ରହିଥାଏ
ବହୁତ ଚାପରେ ଦବି ଯାଇଥିବା
ଯାହାର ଭିତର ଭାଗ ଖାଲି ଅଛି
ଯିଏ ଅସତ୍ୟରେ ପୂର୍ଣ୍ଣ
ଯେଉଁଥିରେ ଛିଦ୍ର ଅଛି

Example

ମୂର୍ଖ ଲୋକମାନଙ୍କ ସହିତ ଯୁକ୍ତିତର୍କ କରିବା ଉଚିତ୍‌ ନୁହେଁ
ଗଛର କୋରଡ଼ରେ ଥିବା ସାପ ଫୁଫୁକାର କରୁଛି
ଏହା ଦାଗୀ ଆମ୍ବ
ଏଇଟି ପୋଲା ବାଜା
ଚାଲୁଣୀ କଣାଯୁକ୍ତ ହୋଇଥାଏ
ଆଜିକାର ଖାଦ୍ୟ ସ୍ୱାଦହୀନ
ସେ ଧୀରବେଗରେ ବାହନ ଚଳାଉଛି
ଧୂମ୍ରପାନ କଲେ ଫୁସ