Home Oriya Odia Dictionary

Download Oriya Odia Dictionary APP

Home Oriya Odia Meaning

ଅଞ୍ଚଳ, ଅର୍ନ୍ତଦେଶୀୟ, ଆବାସ, କୁଟୁମ୍ବ, ଘର, ଦେଶ, ନିବାସ, ପରିବାର, ପ୍ରଦେଶ, ବାସ, ବାସସ୍ଥାନ, ମୁଲକ, ରାଜ୍ୟ, ରାଷ୍ଟ୍ର

Definition

ଯାହା ନିଜ ଦେଶରେ ଉତ୍ପନ୍ନ ବା ତିଆରି ହୋଇଛି
କୌଣସି ଦେଶ ଭିତରେ ବା ତା ଭିତର ଭାଗରେ ହେଉଥିବା କିମ୍ବା ତା ସହ ସମ୍ବନ୍ଧିତ
ପାଚେରୀଦ୍ୱାରା ଘେରାଯାଇ ଛାଉଁଣି କରାଯାଇଥିବା ସ୍ଥାନ ଯାହା ରହିବାପାଇଁ ଉଦ୍ଦିଷ୍ଟ
ଜନ୍ମକୁଣ୍ଡଳୀରେ ଗ୍ରହମାନଙ୍କର ସ୍ଥିତି ସୂଚିତ କରୁଥିବା ସ୍ଥାନ
ନିଜ ଦେଶ
ଯାହା

Example

ସ୍ୱଦେଶୀ ବସ୍ତୁଗୁଡ଼ିକର ବ୍ୟବହାର ଆବଶ୍ୟକ
ଦୟାକରି ମୋତେ ଏକ ଅର୍ନ୍ତଦେଶୀୟ ପତ୍ର ଦିଅନ୍ତୁ
ଆମେରିକାରେ ଦୁଇ ବର୍ଷ ରହିବା ପରେ ଶ୍ୟାମ ସ୍ୱଦେଶକୁ ଫେରିଲା
ପାରିବାରିକ ଦ୍ୱେଷ