Home Oriya Odia Dictionary

Download Oriya Odia Dictionary APP

Hone Oriya Odia Meaning

ଦକ୍ଷକରିବା, ନିପୂଣ କରିବା, ପାରଙ୍ଗମ କରିବା, ପ୍ରବୀଣ କରିବା

Definition

କୌଣସି ହତିଆର ଆଦିର ପ୍ରାନ୍ତକୁ ରଗଡ଼ିକରି ଧାର କରିବା
ଯେଉଁ ପଥର ଉପରେ ହତିଆର ଆଦି ଘଷି ଧାର କରାଯାଏ

Example

କୃଷକ କୋଦାଳର ଦାଢ଼କୁ ଧାର କରୁଛି
ରାମ ଚାକୁକୁ ଶାଣରେ ଘଷି ଧାର କରୁଛି