Home Oriya Odia Dictionary

Download Oriya Odia Dictionary APP

Honored Oriya Odia Meaning

ସତ୍କାରସହିତ, ସତ୍‌କୃତ

Definition

ଯାହାଙ୍କୁ କୌଣସି ପଦ, ପଦବୀଆଦିରେ ବିଭୂଷିତ କରାଯାଇଛି
ଯାହାଙ୍କର ସତ୍କାର କରାଯାଇଛି
ଯାହାଙ୍କୁ ପ୍ରତିଷ୍ଠା ମିଳିଛି ବା ଯାହାର ପ୍ରତିଷ୍ଠା ଅଛି
ଯାହାଙ୍କର ସମ୍ମାନ କରାଯାଇଛି

Example

ତାଙ୍କୁ ଭାରତ-ଭୂଷଣ ଉପାଧିରେ ଅଂଳଙ୍କୃତ କରାଗଲା
ସତ୍‌କୃତ ସନ୍ଥମାନଙ୍କୁ ଉପହାର ଦେବା ପରେ ବିଦାୟ ଦିଆଗଲା
ପଣ୍ଡିତ ମହେଶ ନିଜ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି
ସଭାଧ୍ୟକ୍ଷ ସଭାରେ