Home Oriya Odia Dictionary

Download Oriya Odia Dictionary APP

Honourable Oriya Odia Meaning

ଉଚିତ, ଠିକ , ନୀତିପୂର୍ଣ୍ଣ, ନୈତିକ, ନୈତିକତାପୂର୍ଣ୍ଣ

Definition

ଯିଏ ନୈତିକତାରେ ପୂର୍ଣ୍ଣ
ଯାହାଙ୍କୁ ପ୍ରତିଷ୍ଠା ମିଳିଛି ବା ଯାହାର ପ୍ରତିଷ୍ଠା ଅଛି
କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍‌ ବା ମେଳ ରଖିବାବାଲା
ଯେ ଆଦର ପାଇବା ଯୋ

Example

ନୈତିକତାପୂର୍ଣ୍ଣ କାମହିଁ କରିବା ଉଚିତ
ପଣ୍ଡିତ ମହେଶ ନିଜ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି
ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍‌ ହୋଇଗଲେ
ମୁଁ ଏବେ ଏବେ ଏକ ଅବିଶ୍ୱସନୀୟ ମାତ୍ର