Home Oriya Odia Dictionary

Download Oriya Odia Dictionary APP

Hope Oriya Odia Meaning

ଆଶା, ପ୍ରତ୍ୟାଶା, ଭରସା

Definition

ଯାହା ଉପରେ କୌଣସି ଅନ୍ୟ ଏକ ଜିନିଷ ଠିଆହୋଇ ବା ତିଷ୍ଠି ରହିଥାଏ
ଜୀବନ ନିର୍ବାହର ଆଧାର
ଅମୁକ କାର୍ଯ୍ୟ ହୋଇଯିବ ବା ଅମୁକ ପଦାର୍ଥ ଆମକୁ ମିଳିଯିବ, ମନର ଏପ୍ରକାର ଭାବ
କୌଣସି କାମ ହେବା ବା କାହାକୁ ଭରସା କର

Example

କୌଣସି ଜିନିଷର ମୂଳଦୁଆ ମଜବୁତ୍‌ ହେବା ଦରକାର
ପିଲାମାନେ ବାର୍ଦ୍ଧକ୍ୟରେ ମା’-ବାପାଙ୍କର ସାହାରା ହୋଇଥାନ୍ତି
ଆମେ ତା’ଠାରୁ ଏଭଳି ବ୍ୟବହାର ଆଶା କରୁନଥିଲୁ
ମୁଁ ଏଠି ବସି ରାମର ପ୍ରତୀକ୍ଷା କରୁଛି
ଅପରାଧୀମାନଙ୍କୁ ଆଶ୍ରୟ ଦେବା