Home Oriya Odia Dictionary

Download Oriya Odia Dictionary APP

Horned Oriya Odia Meaning

ଶିଙ୍ଗଦାର, ଶୃଙ୍ଗୀ, ସିଙ୍ଗଯୁକ୍ତ

Definition

ଯେଉଁଥିରେ ଶିଙ୍ଗ ଅଛି ବା ମିଳେ
ଜଳରେ ହେଉଥିବା ଏକ ଛୋଟ ଗଛର ଫଳ ଯାହାର ଉପର ଭାଗ କଣ୍ଟକିତ ହେଇଥାଏ
ଏକ ଜଳଜ ଉଦ୍ଭିଦ ଯାହା ଫଳର ଉପରି ଭାଗ କଣ୍ଟାଳିଆ ରୂପ ହୋଇଥାଏ
ଯେଉଁ ବାଜାକୁ ଫୁଙ୍କି ବଜାଯାଏ
ଯେଉଁ ଶିଙ୍ଗ ନଳୀରେ ବୈଦ୍ୟ ଶରୀରର

Example

ଗାଈ ଏକ ଶିଙ୍ଗଯୁକ୍ତ ପ୍ରାଣୀ
ମୋର ପାଣି ସିଙ୍ଗଡା ଖୁବ୍‌ ପ୍ରିୟ
ଏହି ପୋଖରୀରେ ସିଙ୍ଗଡ଼ା ଭର୍ତ୍ତି ହୋଇଛି
ସେ ଶିଙ୍ଗା ବଜାଉଛି
ବୈଦ୍ୟ ଶିଙ୍ଗନଳୀରେ ଘାଆରୁ ପୁଜ ବାହାର କରୁଛି
ଥରେ ରାଜା ପରୀକ୍ଷିତ ଶୃଙ୍ଗୀଙ୍କ ଗଳାରେ ମଲା ସାପ ଝୁଲାଇ ଦେଇଥିଲେ,ଯେଉଁଥିରେ କ୍ରୋଧିତ ହୋଇ ଶୃଙ୍ଗୀ ଋଷି