Home Oriya Odia Dictionary

Download Oriya Odia Dictionary APP

Horrid Oriya Odia Meaning

ଘୋର, ଦାରୁଣ, ଭୟଙ୍କର, ଭୀଷଣ

Definition

ଯାହାକୁ ଦେଖିଲେ ଭୟ ବା ଡର ଲାଗେ
ଯାହା ବିଦାରକ ବା ଶେଷକରିଦେଇପାରେ
ଯେ ବହୁତ ବଢ଼ିଯାଇଛି ଏବଂ ସହଜରେ ଭଲ ହୋଇପାରିବ ନାହିଁ
ଆବଶ୍ୟକତାଠାରୁ ଅଧିକ ବା ବହୁତ ଅଧିକ
ବହୁତ ଗଭୀର ପରିଣାମ
ଅଙ୍ଗିରାଙ୍କ ପୁତ୍ର ରୂପେ ପରିଗଣିତ ଜଣେ ପୌରାଣିକ ଋଷି

Example

ରାମଙ୍କ ବନବାସ ଯିବାପରେ ରାଜା ଦଶରଥ ତାଙ୍କର ଅନୁପସ୍ଥିତିକୁ ସହିପାରିଲେ ନାହିଁ ଫଳରେ ତାଙ୍କର ମୃତ୍ୟୁ ହୋଇଗଲା
ଔଷଧ ନଖାଇବାରୁ ତାର ରୋଗ ବର୍ତ୍ତମାନ ଭୀଷଣ ହୋଇଗଲାଣି
ଭୀଷଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲା