Home Oriya Odia Dictionary

Download Oriya Odia Dictionary APP

Hover Oriya Odia Meaning

ଆକୃଷ୍ଟ ହେବା, ଢଳିବା

Definition

କୌଣସି ଜିନିଷଆଦିର ଆଖପାଖରେ ଚକ୍କର କାଟିବା
ଚାରିପଟୁ ଘେରିଯିବା ବା ମଣ୍ଡଳାକାରରେ ରହିବା
କାହାରି ଆଖପାଖରେ ଘୁରି ରହିବା

Example

ଭଅଁର ଫୁଲ ଚାରିପଟେ ଘୂରିବୁଲୁଛି
ଆକାଶରେ ଘନ କଳାବାଦଲ ଘୋଟି ଆସିଲାଣି
ମନଜିତ ତା ସହପାଠୀ ମନୀଷାର ଘର ଆଖପାଖରେ ସବୁବେଳେ ଚକ୍କର ମାରୁଛି