Hum Oriya Odia Meaning
ଗୁଣୁଗୁଣେଇବା, ବ୍ୟସ୍ତତା, ଭଣଭଣ
Definition
ଅସ୍ପଷ୍ଟ ସ୍ୱରରେ ଗାଇବା
ମଧୁର ଶବ୍ଦ କରିବା ପ୍ରକ୍ରିୟା
ପକ୍ଷୀର ମଧୁର ସ୍ୱର
ଭଅଁର ଉଡିବାରୁ ହେଉଥିବା ଶବ୍ଦ
ଭଅଁର ଆଦିଙ୍କର ମଧୁର ଧ୍ୱନି କରିବା
ଭଣ ଭଣ ଶବ୍ଦ କରିବା
ଭଣଭଣ ଶବ୍ଦ
Example
ସେ କୋଠରୀରେ ଏକୁଟିଆ ବସି ଗୁଣୁଗୁଣୁ ହଉଛି
ସକାଳୁ ସକାଳୁ ପକ୍ଷୀମାନଙ୍କର କୂଜନରେ ମୋ ନିଦ ଭାଙ୍ଗିଗଲା
ସକାଳୁ ସକାଳୁ ପକ୍ଷୀମାନଙ୍କ କଳରବ ଭଲ ଲାଗେ
ଭଅଁରର ଗୁଞ୍ଜନ ମନଲୋଭା
ଭଅଁର ବଗିଚାରେ ଗୁଞ୍ଜରଣ କରୁଛନ୍ତି
ଗୁଡ ଉପରେ ମାଛି ଭଣଭଣ ହେଉଛନ୍ତି
ମାଛି ଭଣଭଣରେ ମୋ ନିଦ ଭାଙ୍ଗ
Victoria in Oriya OdiaJakarta in Oriya OdiaConvener in Oriya OdiaRoll Out in Oriya OdiaPass Away in Oriya OdiaFishing Rod in Oriya OdiaWorld in Oriya OdiaWrite in Oriya OdiaSeven in Oriya OdiaSnuggling in Oriya OdiaTwelfth in Oriya OdiaVolunteer in Oriya OdiaBranching in Oriya OdiaNeglect in Oriya OdiaRejoice in Oriya OdiaTertiary in Oriya OdiaAmalgamated in Oriya OdiaVerity in Oriya OdiaProd in Oriya OdiaCrying in Oriya Odia